ନିଗମାନନ୍ଦ ବିହାର ଦୁର୍ଗା ପୂଜା ପାଇଁ ବିଲ୍ବ ବରଣ ଓ କଳସ ଶୋଭାଯାତ୍ରା ଅନୁଷ୍ଟିତ....
ବରଗଡ଼,୦୯/୧୦ : ବରଗଡ଼ ୱାର୍ଡ ନ ୧ନିଗମାନନ୍ଦ ବିହାର ସାର୍ବଜନୀନ ଦୁର୍ଗା ପୂଜା ପାଇଁ ପଣ୍ଡିତ ନିଗମାନନ୍ଦ ମିଶ୍ର ଙ୍କ ପୌରୋହିତ୍ୟ ରେ ବିଲ୍ବ ବରଣ ଓ କଳସ ଶୋଭା ଯାତ୍ରା ସମ୍ପନ୍ନ ହୋଇ ଯାଇଛି ।
Ad..
ଦୁର୍ଗା ପୂଜା କମିଟି ସଭାପତି ପ୍ରଶାନ୍ତ କୁମାର ଦାଶ ଓ ସମ୍ପାଦକ ନବୀନ ସାବତ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶାରଦୀୟ ଦୁର୍ଗା ପୂଜା ର କର୍ତ୍ତା ଭାବେ ପଡ଼ାବାସୀ ଙ୍କ ତରଫରୁ ଅଧ୍ୟାପକ ସୁରେଶ ବାରିକ ସପତ୍ନିକ କର୍ତ୍ତା ଦାୟିତ୍ବ ବହନ କରିଥିବା ବେଳେ ପଡ଼ାବାସି ଜୀରା ନଦୀ କୁଳରୁ କଳସ ପୂଜନ କରି ଏକ ଶୋଭା ଯାତ୍ରା ରେ ଲମ୍ବା ବିଲ୍ଡିଂ ଭାୟା ଭଟଲି ଛକ ଦେଇ ଦୁର୍ଗା ମଣ୍ଡପ ରେ କଳସ ସ୍ଥାପନ କରିଥିଲେ।
Ad..
ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ ସମ୍ପାଦକ ଟିକେଲାଲ୍ ନାଏକ ଉପ ସଭାପତି ଅର୍ଜୁନ ସେଟ ଙ୍କ ସମେତ ବରିଷ୍ଟ ସଦସ୍ୟ ଅରୁଣ ସେଟ୍ ମୃତ୍ୟୁଞ୍ଜୟ ମିଶ୍ର ସନ୍ତୋଷ ପଣ୍ଡା ପ୍ରମୋଦ ସାହୁ ,କୁଞ୍ଜ ଭୋଇ ଅଶ୍ଵିନୀ ସାହୁ, ନୀଳକଣ୍ଠ ସାହୁ ଚନ୍ଦ୍ର କାନ୍ତ ସାହୁ ଦିନେଶ ବିଶ୍ଵକର୍ମା , ଚନ୍ଦ୍ରମଣି ଦାସ କୋଷାଧ୍ୟକ୍ଷ ଶରତ ଦାଶ ଧର୍ମେନ୍ଦ୍ର ପତି ପ୍ରଦୀପ ସାହୁ...
Ad..
ବାଙ୍କା ବିହାରି ସାହୁ ,ସତ୍ୟବାନ ସାହୁ ସୁଶାନ୍ତ ଭୋଇ, ବିରେନ୍ଦ୍ର ଦାଶ ହେମନ୍ତ ପ୍ରଧାନ ,ଦଇତାରୀ ସାହୁ ଧର୍ମେନ୍ଦ୍ର ପତି,ଅଚ୍ୟୁତାନନ୍ଦ ବାରିକ କୃଷ୍ଣ ସାହୁ ଚନ୍ଦ୍ର ଶେଖର କମ୍ପ ଶେଖର ବହିଦାର ସନନ୍ଦ ଭୋଇ ଭାଗବତିଆ ପରୁଆ ପ୍ରମୁଖ ଶୋଭାଯାତ୍ରା କମିଟି ସଦସ୍ୟ ଏହି ଶୋଭାଯାତ୍ରା ରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ପଡ଼ା ର ଶତାଧିକ ମାଁ ମାନେ କଳସ ଯାତ୍ରା ରେ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...




