ପଦ୍ମପୁର କଣ୍ଟା ପଡା ମାଁ ମଙ୍ଗଳା ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ବ...

ପଦ୍ମପୁର କଣ୍ଟା ପଡା ମାଁ ମଙ୍ଗଳା ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ବ...


ପଦ୍ମପୁର,୦୯/୧୦ : ଆଜି ପଦ୍ମପୁର କଣ୍ଟା ପଡା ମାଁ ମଙ୍ଗଳା ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ବ ହୋଇଯାଇଛି. ଆଜି କଳସ ଅଧିବାସ ବିଲ୍ଵ ବରଣ ହୋଇ ଘଟ ସ୍ଥାପନ ହୋଇଛି।

Ad..


 ଏହି ପୂଜା ଆସନ୍ତା ତା.୧୩/୧୦/୨୦୨୪ ରେ ପୂର୍ଣ୍ଣାହୁତି ହେବ ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ସାଥି ପୂଜା କାର୍ଯ୍ୟ କରିଥିଲେ। କର୍ତା ଲବ ବଳ ଏବଂ ପତ୍ନୀ ପିଙ୍କି ବଳ ଓ ମାଗୁଣି ଚରଣ ବଳ ଙ୍କ ସହ ପଡା ର ଭକ୍ତବତ୍ସଲ ପୂଜା କାର୍ଯ୍ୟ ତୁଲାଇ ଥିଲେ।

Ad..







Report : Bijay ku sahu

Edited by k.s thakur...

Post a Comment

Previous Post Next Post