ବୌଦ୍ଧ ଗ୍ରସ୍ତ ରେ ପୋଲିସ ମହାନିର୍ଦ୍ଦେଶକ...
ବଉଦ,୧୮/୧୦ : ବଉଦ ଗସ୍ତ ରେ ପୋଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ । ଜ଼ୀଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଜ଼ୀଲ୍ଲା ରେ ମାଓ କାର୍ଯ୍ୟକଳାପ କୁ ଦୃଢ ହସ୍ତ ରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜ଼ୀଲ୍ଲା ରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷ କୁ ପୁରା ବନ୍ଧ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରଯାଉଥିବା ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଥଲେ।
Ad..
ଏହି ବୈଠକ ରେ ଆଇଜି ଓପ୍ରେସନ ଜୟ ନାରାୟଣ ପଙ୍କଜ ଡି ଆଇ ଜି ,ଏସ ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣା ଅଞ୍ଚଳ ଡି ଆଇ ଜି ସାର୍ଥକ ସଡ଼ଙ୍ଗୀ , ବୌଦ୍ଧ ଏସ ପି ନାଗରାଜ ଦେବାରକୋଣ୍ଡା ଉପସ୍ଥିତ ରହିଥିଲେ।
Report : Abu Khan
Edited by k.s thakur...



