କୃଷକ ସଂଗଠନ ତରଫରୁ ଲାଲ ବାହାଦୁର ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ...
ଅମ୍ବାଭୋନା ,୦୨/୧୦ : - ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକର ଭୁକ୍ତା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ତରଫରୁ ଦୁଇ ମହାନ ପୁରୁଷ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ପାଲିତ ହୋଇଯାଇଛି।
Ad..
କୃଷକ ସଂଗଠନ ର ସଭାପତି ଠାକୁରରାମ ପଟେଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ସଂପାଦକ ଶଙ୍କର ଖମାରୀ, ସକ୍ରିୟ ସଭ୍ୟ ରାଜେନ୍ଦ୍ର ଦେହେରୀ, ଶଶିଭୂଷଣ ପଧାନ,ଶ୍ଯାମଲାଲ ନାୟକ, ସୁଧୀର ପଧାନ,ଡୋଲାମଣି ସା,ରୁଷି ଚରଣ ନାୟକ, ହୃଷିକେଶ ପଧାନ,ଗୈ।ତମ ଦେହେରୀ...
Ad..
ସୁରେଶ ଚନ୍ଦ୍ର ବେହେରା, ରାଧେଶ୍ୟାମ ସା, ମହେନ୍ଦ୍ର ଦେହେରୀ,ଚମରା ବାରିକ, ଉମାକାନ୍ତ ଦେହେରୀ, ଲିଂଗରାଜ ନାୟକ, ବାସୁଦେବ ପଟେଲ ,ପଦ୍ମନ ଦେହେରୀ ପ୍ରମୁଖ ସକ୍ରିୟ ଚାଷୀ ଯୋଗ ଦେଇ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଶେଷରେ ଶଂକର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



