ମାଗଣା ସିଲେଇ ତାଲିମ ଓ ଶିକ୍ଷା କୋଚିଙ୍ଗ ସେଣ୍ଟର୍ ଜାମସେଠରେ ଶୁଭାରମ୍ଭ...

ମାଗଣା ସିଲେଇ ତାଲିମ ଓ ଶିକ୍ଷା କୋଚିଙ୍ଗ ସେଣ୍ଟର୍ ଜାମସେଠରେ ଶୁଭାରମ୍ଭ...


ପଦ୍ମପୁର,୦୪/୧୦ : ପାଇକମାଲ  ବ୍ଲକ ଜାମସେଠ ପଞ୍ଚାୟତରେ ମହାଶକ୍ତି ଫାଉଣ୍ଡେସନ ଓ ଏଲ ଟି ଆଇ ମାଇଣ୍ଡ ଟ୍ରି ଫାଉଣ୍ଡେସନ ସହାୟତାରେ ଦଶମରୁ ପାଠ ଛାଡିଥିବା ଝିଅ ମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

Ad..


ଏହି ପରିପ୍ରେକ୍ଷୀରେ ଝିଅମାନଙ୍କୁ ସିଲେଇ ଶିକ୍ଷା ଦିଆଯିବ  ଓ ନବମ , ଦଶମ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମହାଶକ୍ତି ଫାଉଣ୍ଡେସନ ତରଫରୁ ନୂତନ ଭାବେ ଉଦ୍ଘାଟନ କରାଯାଉଥିବା ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶିକ୍ଷା ଅଧ୍ୟୟନ କରିପାରିବେ।

Ad..


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ (ସି ଆର ସି ସି) - ବ୍ରଜକିଶୋର ଜେନାଙ୍କ ଦ୍ଵାରା ଶୁଭାରମ୍ଭ କରାଗଲା। ଏହି ପରିପ୍ରେକ୍ଷୀରେ ମହାଶକ୍ତି ଫାଉଣ୍ଡେସନରୁ କାର୍ଯ୍ୟକ୍ରମ ପରିଚାଳକ ଫୀରୋଜ କୁମାର ଥାଠି ଓ ସହଯୋଗରେ ବ୍ଲକ୍ ସଂଯୋଜକ ହରଧନ ବରିହା ଉପସ୍ଥିତ ଥିଲେ।

Ad..
















Report : Bijay ku sahu

Edited by k.s thakur...



Post a Comment

Previous Post Next Post