ଧନ୍ୟବାଦ ପ୍ରଶାସନ : ମରାମତି ହେଲା ପଦ୍ମପୁର ଭେଉରିଆଛକର ଟ୍ରାଫିକ ସିଙ୍ଗନାଲ ଲାଇଟ୍...

ଧନ୍ୟବାଦ ପ୍ରଶାସନ : ମରାମତି ହେଲା ପଦ୍ମପୁର ଭେଉରିଆଛକର ଟ୍ରାଫିକ ସିଙ୍ଗନାଲ ଲାଇଟ୍...


ବରଗଡ଼,୦୩/୧୦ : ଦିର୍ଘ ଦିନ ପରେ ମରାମତି ହେଲା ଉଜୁଡି ପଡ଼ିଥିବା ଟ୍ରାଫିକ ସିଙ୍ଗନାଲ ଲାଇଟ୍ । ଉକ୍ତ ସମସ୍ୟା କୁ ନେଇ ଖବର ପ୍ରକାଶିତ ହେବାପରେ ଆଜି ତୁରନ୍ତ ମରାମତି କରାଯାଇଛି। ଉକ୍ତ ସମସ୍ୟା କୁ ନେଇ ଖବର ପ୍ରକାଶିତ ହୋଇଥିଲା ଯେ - କେବେ ସୁଧୁରିବ ପଦ୍ମପୁର। 

             Ad..


ଭେଉରିଆଛକ କୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବରଗଡ଼ ଜିଲ୍ଲା ରେ ପ୍ରଥମ କରି ଟ୍ରାଫିକ ଲାଇଟ୍ ସିଙ୍ଗନାଲ ବ୍ୟବସ୍ଥା ଆରମ୍ଭ ହୋଇଛି ହେଲେ ଦୁଇମାସ ନ ପୁରୁଣୁ ଉକ୍ତ ସିଙ୍ଗନାଲ ଲାଇଟ୍ ବ୍ୟବସ୍ଥା ଓଲଟି ପଡିଲାଣି। ସାଧାରଣ ଲୋକ ଏହି ସିଙ୍ଗନାଲ ବ୍ୟବସ୍ଥା ରେ ଅଭ୍ୟସ୍ତ ହୋଇନାହାନ୍ତି ହେଲେ ଏହା ଉଜୁଡି ଗଲାଣି। 

Ad..



ସପ୍ତାହେ ହେଲାଣି ସିଙ୍ଗନାଲ ଲାଇଟ୍ ଲାଗିଥିବା ଗୋଟିଏ ଖମ୍ବ କୁ କୈାଣସି ଭାରିଯାନ ଧକ୍କା ଦେଇଥିବାରୁ ଆମ୍ବ ରେ ଲାଗିଥିବା ସିଙ୍ଗନାଲ ଲାଇଟ୍ ଅଲଟି ପଡିଛି ଫଳରେ ଯାତାୟତ କରୁଥିବା ଲୋକମାନଙ୍କୁ ଲାଇଟ୍ ସିଙ୍ଗନାଲ ଦେଖାଯାଉ ନାହିଁ ଫଳରେ ଦୂର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆଉ କିଛିଦିନ ପରେ ଦୂର୍ଗାପୂଜା ହେବ ଜନସାଧାରଣ ପାର୍ବଣ ପାଇଁ ବ୍ୟସ୍ତ ରହିବେ ଭିଡ଼ ବି ବଢିବ । 

Ad..



ଟ୍ରାଫିକ ନିୟନ୍ତ୍ରଣ ରେ ସମସ୍ୟା ହୋଇପାରେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକ ଙ୍କ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ସଚେତନ ଥିବା ପ୍ରଶାସନ ର ନଜର ପଡ଼ିନାହିଁ। ପଦ୍ମପୁର ଭେଉରିଆଛକ ଟ୍ରାଫିକ ପ୍ରତି ସଚେତନ ଥିବା ପଦ୍ମପୁର ଏଡିଏମ୍ ଗଲେ କୁଆଡେ ବୋଲି ସହରରେ ଆଲୋଚନା ହେଉଛି ବୋଲି ଏହି ଖବର ପ୍ରକାଶିତ ହେବାପରେ ତୁରନ୍ତ ମରାମତି କରାଯାଇଛି। ମରାମତି କରାଯାଉନଥିବାରୁ ପ୍ରଶାସନ କୁ ଧନ୍ୟବାଦ ଜଣାଯାଇଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post