ଦ୍ୱାରି ଗ୍ରାମରେ ଝାଡା ବାନ୍ତି କୁ ନେଇ ବିଶେଷଜ୍ଞ ଙ୍କ ଦ୍ୱାରା ପରୀକ୍ଷା ଗାର କୁ ପଠାଗଲା ଜଳ...

ଦ୍ୱାରି ଗ୍ରାମରେ ଝାଡା ବାନ୍ତି କୁ ନେଇ ବିଶେଷଜ୍ଞ ଙ୍କ ଦ୍ୱାରା ପରୀକ୍ଷା ଗାର କୁ ପଠାଗଲା ଜଳ...


ଅମ୍ବାଭୋନା,୧୯/୧୦ : ଅମ୍ବାଭୋନା ବ୍ଲକ ର ଦ୍ୱାରି ଗ୍ରାମ ରେ    ଦ୍ୱାରିକାଧିଶ ଉଚ୍ଚ ବିଦ୍ୟାଳୟ ଠାରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଶିବିର କରାଯାଇ ଦ୍ଵାରୀ ଗ୍ରାମର ଡ଼ାଇରିଆ ପୀଡ଼ିତ ମାନଙ୍କର ଚିକିତ୍ସା କରାଯାଇଥିଲା। 

Ad..


ଏହା ପାଇପ ଯୋଗେ ପାଣି ଆସୁଥିବା ପାଇପ ଫାଟି ପାଣି ଲିକ ହୋଇ ଦୂଷିତ ପାଣି ଆସୁଛି ବୋଲି ଶୁଣାଯାଉଥିଲା। ଦ୍ଵାରୀ ଗ୍ରାମ କୁ ମାନ୍ୟବର ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ ମଧ୍ୟ ଆସି ସମୀକ୍ଷା କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। 

Ad..


ଏ ନେଇ ଆଜି ଜିଲ୍ଲା ଜଳ ପରୀକ୍ଷା ଗାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଆସି ଦ୍ଵାରୀ ଗ୍ରାମର ନଳକୂପ ମାନଙ୍କର ଜଳ ଓ ବିଭିନ୍ନ କୂଅ ମାନଙ୍କର ଜଳ ସଂଗ୍ରହ କରିଥିଲେ। ଜଳ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯିବା ନେଇ ସୂଚନା ରହିଛି।ଜଳ ସଂଗ୍ରହ ବେଳେ ଜଳ ବିଶେଷଜ୍ଞ,ପଂଚାୟତ ସ୍ତରୀୟ ଏମ ବି କେ ଓ ଆଶା କର୍ମୀ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post