ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା...

ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା...


ବରଗଡ଼,୨୦/୧୦ : ଆଜି ରବିବାର ଦିନ ସ୍ଥାନୀୟ ଟାଉନ ଥାନା ସମ୍ମୁଖରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଏକ ମାଗଣା ମଧୁମେହ ପରୀକ୍ଷା କେନ୍ଦ୍ର ଖୋଲାଯାଇ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ମଧୁମେହ ପରୀକ୍ଷା କରାଯାଇଥିଲା।

             Ad..


ଏଥିରେ କ୍ଲବ ସଭାପତି ସୁବାଷ ଅଗ୍ରୱାଲ, କିଶନ ଲାଲ ଅଗ୍ରୱାଲ, ପ୍ରବୀଣ ଜୈନ, ଅଶୋକ ଅଗ୍ରୱାଲ, ଦୀପକ ବଲୋଦିଆ, ପ୍ରାଞ୍ଜଳ ଧାନୁକା, ମଲ୍ଲିକାର୍ଜୁନ ରାଓ, ଅମରଜିତ୍ ସିଂ,ରାଜ କିଶୋର ପାଣିଗ୍ରାହୀ, ପଙ୍କଜ ଦାଶ, ପ୍ରଦୀପ ଗୋୟଲ ଆଦି ଅଂଶଗ୍ରହଣ କରି ସହଯୋଗ କରିଥିଲେ। 

ରାଜ ପାଥୋକ୍ଲିନିକର ସମସ୍ତ ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ କ୍ଲବ ପକ୍ଷରୁ ଧନ୍ୟବାଦ ତଥା କୃତଜ୍ଞତା ଅର୍ପଣ କରାଯାଇଥିଲା ।

ପ୍ରତି ମାସରେ ଏହିପରି କାର୍ଯ୍ୟକ୍ରମ କରାଯିବ ବୋଲିି ସଂପାଦକ ଶ୍ରୀ ଅଭୟ କୁମାର ଭୋଇ ପ୍ରକାଶ କରିଥିଲେ।ଶେଷରେ ଶ୍ରୀ ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post