କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା..

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା....


ବଙ୍ଗୋମୁଣ୍ଡା, ୨୦/୧୦ : ବଲାଙ୍ଗୀର ଜିଲ୍ଲା ଖୁଟୁଲୁମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳାଭଟା ସାର୍ବଜନୀନ ଗିରିଗୋବର୍ଧନ ପୂଜା କମିଟି ପକ୍ଷରୁ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

         Ad..


କପିଳାଭଟା ଗାଁ ରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ।

ଅନୁଷ୍ଠାନ ର ସଭାପତି ହୁଲେଶ୍ୱର ହଂସ ଙ୍କ ନେତୃତ୍ୱ ରେ ସମ୍ପାଦକ ପାର୍ଥ ହଂସ, କୋଷାଧକ୍ଷ ବୀର ହଂସ, ଜୟନ୍ତୀଲାଲ ହଂସ,ସନ୍ତୋଷ ହଂସ,ଜଗଦୀଶ ହଂସ, କୁବେର ହଂସ, ସୁନୀଲ ହଂସ, ସୁରେନ୍ଦ୍ର ହଂସ, ରାମଚନ୍ଦ୍ର ବିଶି, ଗୋକୁଳ ହଂସ ପ୍ରମୁଖ ଙ୍କ ସହ କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post