ମୃତକ ପରିବାରକୁ ଭେଟି ସହାୟତା...
ବଙ୍ଗୋମୁଣ୍ଡା,୦୩/୧୦ : ବଙ୍ଗୋମୁଣ୍ଡା ବ୍ଲକ ଭୁଷଲାଡ଼ ପଞ୍ଚାୟତ ପଲସଖଣ୍ଡ ଗ୍ରାମର ଦୟା ଭୋଇ(୫୨)ନିକଟସ୍ଥ ନଦୀ ପଠାକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ପାଣିରେ ଭାସିଯାଇମୃତ୍ୟୁ ବରଣ କରିଥିଲେ।
Ad..
ନଦୀରେ ଭାସୁଥିବା ତାଙ୍କ ଶବକୁ ଉଦ୍ଧାର କରାଯାଇଥିଲା।ଭୁଷଲାଡ଼ ସରପଞ୍ଚ ଦୀପକ ଛୁରା ମୃତକଙ୍କ ପରିବାରକୁ ଭେଟି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି।ତତ୍ ସହିତ ବ୍ୟକ୍ତିଗତ ଭାବେ ମଧ୍ୟ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସାହାଯ୍ୟ କରିଥିଲେ।
Ad..
ଆଗାମୀ ଦିନରେ ପଞ୍ଚାୟତ ପକ୍ଷରୁ ବ୍ୟକ୍ତିଗତ ପ୍ରକଳ୍ପ ଯୋଗାଇ ଦିଆଜିବ ବୋଲି ମୃତ ଦୟା ଭୋଇ ଙ୍କ ପତ୍ନୀ ସୋରିଶୋ ଭୋଇ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
Edited by k.s thakur...



