ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନ ଦୁର୍ଗା ମନ୍ଦିର ଠାରେ ନବକୁମାରୀ ପୂଜା...

ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନ ଦୁର୍ଗା ମନ୍ଦିର ଠାରେ ନବକୁମାରୀ ପୂଜା...


ପଦ୍ମପୁର,୧୨/୧୦ : ଆଜି ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନ ଦୁର୍ଗା ମନ୍ଦିର ଠାରେ ନବଦିନାତ୍ମକ ପୂଜା ନବରାତ୍ରୀ ପର୍ବ ର ପୂର୍ଣାହୁତି ଉପଲକ୍ଷେ ନବ କୁମାରୀ ଝିଅ ମାନଙ୍କର ମାଁ ଦୁର୍ଗାଙ୍କର ନବ ଅବତାର ଉଦେଶ୍ୟରେ ଓ   ନ ଦିନ ଉପବାସ ରେ ଥିବା ଶ୍ରଦ୍ଧାଳୁ ଏହିଦିନ ତାଙ୍କର ସଫଳତା ଏବଂ ଆଧ୍ୟାତ୍ମିକ ଶକ୍ତି ଓ ଉର୍ଯା ର ପ୍ରାପ୍ତି ପାଇଁ ନବକୁମାରୀ ପୁଜା କରାହୁଏ। 

          Ad..


ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ପ୍ରଥମେ କୁମାରୀ କନ୍ୟା ଙ୍କ ପାଦ ଧୋଇ ଫୁଲଚନ୍ଦନ ଦେଇ ପୂଜା କରିସାରିବା ପରେ ଉପାସ କରିଥିବା ଭକ୍ତ ବୃନ୍ଦ କୁମାରୀ କନ୍ୟାଙ୍କ ପୂଜା କରିଥିଲେ। 

Ad..


ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଅଶୋକ ପଣ୍ଡା ପୂଜାକର୍ଯ୍ୟ ତୁଲାଇଥିବା ବେଳେ ବନ ଦୁର୍ଗା ମନ୍ଦିର ର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା,ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଲ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରା ଓ ପ୍ରଶାନ୍ତ ପଧାନ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ।

Ad..










Report : Bijay ku sahu

Edited by k.s thakur...

Post a Comment

Previous Post Next Post