୧୨ ଦିନ ରେ ୨୩୩ ଜଣ ଙ୍କ ସ୍କ୍ରବ ଟାଇଫସ୍ ନମୁନା ପରୀକ୍ଷା ୩୪ ପୋଜିଟିଭ ଚିହ୍ନଟ...

୧୨ ଦିନ ରେ ୨୩୩ ଜଣ ଙ୍କ ସ୍କ୍ରବ ଟାଇଫସ୍ ନମୁନା ପରୀକ୍ଷା ୩୪ ପୋଜିଟିଭ ଚିହ୍ନଟ...


ବରଗଡ଼,୨୬/୦୯ : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇ ଘରେ ଘରେ ଚିକିତ୍ସାଧିନ ଅଛନ୍ତି। ବରଗଡ଼ ଜିଲ୍ଲା ର ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଗତ ସେପ୍ଟେମ୍ବର ୧୪ ତାରିଖ ରୁ ୨୫ ତାରିଖ ମଧ୍ୟରେ ୨୩୩ ଜଣଙ୍କ ସ୍କ୍ରବ ଟାଇଫସ୍ ପରୀକ୍ଷା କରାଯାଇଥିଲା।

       Ad..


ଏଥି ମଧ୍ୟରୁ ୩୪ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଏ ସମସ୍ତ ୩୪ ଜଣ ପଦ୍ମ ପୁର ସରକାରୀ ଡାକ୍ତରଖାନା ରେ ଡାକ୍ତର ଙ୍କ ପରାମର୍ଶକ୍ରମେ ଚିକିତ୍ସା ରେ ଅଛନ୍ତି। 

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଦିନକୁ ଦିନ କ୍ରଫ ଟାଇଫସ୍ ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଥମ ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଓ ସିଡିଏମଓ ସଚେତନତା କରିଥିବା ବେଳେ ଆଉ ଅନ୍ୟ ପ୍ରତିକାର ଓ ପଦକ୍ଷେପ କିଛି ନିଆଯାଉ ନଥିବାର ଅଭିଯୋଗ ଉଠିଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post