ପାଇକମାଳ ବ୍ଳକ ଯାଦବ ସମାଜ ନୂଆଁଖାଇ ଭେଟଘାଟ ପ୍ରସ୍ତୁତ ବୈଠକ...

ପାଇକମାଳ ବ୍ଳକ ଯାଦବ ସମାଜ ନୂଆଁଖାଇ ଭେଟଘାଟ ପ୍ରସ୍ତୁତ ବୈଠକ...


ପାଇକମାଳ,୧୪/୦୯ : ପାଇକମାଳ ବ୍ଳକ ଶ୍ରୀଶ୍ରୀ ନୃସିଂହନାଥ ସମଲେଶ୍ଵରୀ ମନ୍ଦିରରେ ପାଇକମାଳ ବ୍ଳକ ଯାଦବ ସମାଜ ପକ୍ଷରୁ ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। 

Ad..


ଏହି କାର୍ଯ୍ୟକ୍ରମରେ ଯାଦବ ସମାଜସେବା ସମର୍ପିତ ଭାବେ ରଖି କାର୍ଯ୍ୟ କରିଥିବା ବରିଷ୍ଠ ଯାଦବ ସମାଜସେବୀଙ୍କୁ ସମ୍ମାନୀତ କରାଯିବ ନେଇ ନିଷ୍ପତି ହୋଇଛି । ଆଗାମୀ ଦିନରେ ପାଇକମାଳ ଯାଦବ ସମାଜ କିଭଳି ଭାବେ ସୁଦୃଢ ହୋଇ ଯାଦବ ସଙ୍ଗଠନ ମଜବୁତ ହେବ ସେଥିପ୍ରତି ପ୍ରତ୍ୟେକ ପଞ୍ଚାୟତକୁ ଯାଦବ କର୍ମକର୍ତ୍ତା ଗ୍ରସ୍ତ କରି ସଙ୍ଗଠନକୁ ସୁଦୃଢ କରିବା ପାଇଁ ବ୍ଳକ ସମ୍ପାଦକ ବାଳକୃଷ୍ଣ ବନଛୋର ଅଭିଭାଷଣ ରଖିଥିଲେ। 

          Ad..


ଏହି ବୈଠକରେ ବ୍ଳକ ସଭାପତି ବନମାଳୀ ଚନ୍ଦନ, ସମ୍ପାଦକ ବାଳକୃଷ୍ଣ ବନଛୋର,ମାନସ ନାଗ,ମନୋହର ପୁଞ୍ଜି,ସଚିଦା ନାଗ, ଭାସ୍କର ଭୋଇ,ନଳିନୀ ଥପା,ସୁବଳ ଥପା, ଖଗେଶ୍ବର ହଂସ, ଭୁବନେଶ୍ୱର ବନଛୋର, ପ୍ରକାଶ ବାଗ,ଟଙ୍କଧର ଗହିର ତଥା ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post