ମୁରିବାହାଲ ଡିଗ୍ରୀ କଲେଜ ଠାରେ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତ ଦାନ ଶିବିର...

ମୁରିବାହାଲ ଡିଗ୍ରୀ କଲେଜ ଠାରେ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତ ଦାନ ଶିବିର... 


ମୁରିବାହାଲ,୩୦/୦୯ :  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡିଗ୍ରୀ କଲେଜ ପରିସରରେ ସମ୍ବାଦ ଆମ ଓଡିଶା ତରଫରୁ  ମୁରିବାହାଲ ବ୍ଲକସମ୍ବାଦ ପ୍ରତିନିଧି ସୁବ୍ରତ କୁମାର ମହାକୁର ଙ୍କ ତତ୍ବାବଧାନରେ ମୁରିବାହାଲ ବିଡିଓ ପୂର୍ଣାନନ୍ଦ ପଟେଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। 

Ad..



ଡିଗ୍ରୀ କଲେଜ ର ଓଡିଆ ଅଧ୍ଯାପକ ଦିଲିପ କୁମାର ପଷାୟତ, ଇତିହାସ ଅଧ୍ଯାପକ ଗୁଣ ସାଗର ମେହେର, ଏନଏସଏସ ପ୍ରୋଗ୍ରାମ ଅଫିସର ଛନ୍ଦା ଚରଣ ଖୁଣ୍ଟିଆ, ରେଡକ୍ରସ ର ପ୍ରୋଗ୍ରାମ କୋଅଡିନେଟର ଘନଶ୍ୟାମ ଖମାରୀ, ମୁରିବାହାଲ ସାମ୍ବାଦିକ ସଂଘର କର୍ମକର୍ତ୍ତା , ମୁରିବାହାଲ କମ୍ପୁଟର ପଏଣ୍ଟ ର ଅଧ୍ଯକ୍ଷ ପ୍ରଦୀପ ବଘାର ଙ୍କ ସମେତ ଡିଗ୍ରୀ କଲେଜ ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।





Report : sudam baghar 

Edited by k.s thakur...



Post a Comment

Previous Post Next Post