ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟୀ ବିରୋଧ ରେ ବିରୋଧ ପ୍ରଦର୍ଶନ...
(ମୁଖ୍ୟମନ୍ତ୍ରି ମୋହନ ମାଝି, ଶିକ୍ଷା ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ,ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ଙ୍କ କୁଶ ପୁତ୍ତଳିକା ଦାହ)
ଭୁବନେଶ୍ୱର,୧୪/୦୯ : ଗତକାଳୀ ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟୀ ବିରୋଧ ରେ ଆପ୍ ଓଡ଼ିଶା ର ବିଶାଳ ବିରୋଧ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରି ମୋହନ ମାଝି, ଶିକ୍ଷା ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ,ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ଙ୍କ ଭୁବନେଶ୍ୱର ଲୋୟର PMG ଠାରେ ବିରାଟ ବିରୋଧ ପ୍ରଦର୍ଶନ ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା।
Ad..
ଆପ୍ କହିବା ଅନୁଯାୟୀ , ବିଜେପି ଯେଉଁ ପ୍ରକାର ଲୋକଙ୍କୁ ଭତ୍ତା, ସୁଭଦ୍ରା ଯୋଜନା ହଉ କି ବିଜୁଳୀ କଥା ହେଉ ସବୁ ଥିରେ ଲୋକଙ୍କୁ ଠକି ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କ ବିଶ୍ୱାସ ଉପରେ ବିଶ୍ୱାସ ଘାତ୍ କରିଛି ଏବଂ ତାର ଯୁମ୍ଲା ଗିରି ପ୍ରମାଣିତ କରିଛି ଭାରୀୟ ଯୁମ୍ଲା ପାର୍ଟି।
Ad..
ସେ ବିରୋଧ ରେ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ର ସାଥୀ ମାନଙ୍କୁ ନେଇ ବିରାଟ ବିରୋଧ ପ୍ରଦର୍ଶନ।ଏହି ପ୍ରଦର୍ଶନ ରେ ଆପ୍ ନେତା ଆଶିଶ ପାଣ୍ଡେ ଏବଂ ବଲାଙ୍ଗିର ଅନ୍ୟ ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
Edited by k.s thakur...



