ପାଇକମାଳ ରେ ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ...

ପାଇକମାଳ ରେ ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ...


ପାଇକମାଳ,୧୧/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଠାରେ ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି। 

          Ad..


ସାର୍ବଜନୀନ ନବରାତ୍ର  ଦୁର୍ଗାପୂଜା  ଚୟନ କମିଟି ରେ ସଭାପତି ଭାବରେ ଶୁଶାନ୍ତ ନାଗ, ଉପସଭାପତି ରାଜେଶ ଅଗ୍ରୱାଲ, ସଂପାଦକ ଆସୁତୋସ ସାହୁ, ସହ ସଂପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ମହେଶ କୁମାର ଅଗ୍ରୱାଲ,ସଭ୍ୟ ସରୋଜ ସାମଲ,ଗୋଲ୍ପୁ ଅଗ୍ରୱାଲ, ଵିନୋଦ କାଲିଆ,ମନୋଜ ତ୍ରିଵେଦି...

           Ad..


ଲିଙ୍ଗରାଜ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଶ୍ରୀପତି ସାହୁ,ନନ୍ଦ କୁମାର ଶ୍ରୀବାସ୍ତବ,ଆଦିତ୍ୟ ପଣ୍ଡା, ବିଜୟ ସ୍ଵାଇଁ,ଲାଲା ସାହୁ, ପ୍ରମୁଖ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ରେ ମନୋନୀତ କରାଯାଇଥିବାବେଳେ ପୂଜା କର୍ତ୍ତା‌ ଭାବେ ସୁବାଷ ମେହେର ଓ ତାଙ୍କ ସହଧର୍ମିଣୀ‌ ଶ୍ରୀୟା ମେହେର‌ ପୂଜା କାର୍ଯ୍ୟ ‌ନିର୍ଵାହ କରିବା ପାଇଁ ‌ସ୍ତିର କରାଯାଇଅଛି। 

ପାଇକମାଳ ରେ ସାର୍ବଜନୀନ ଦୁର୍ଗାପୂଜା ଆସନ୍ତା ସେପ୍ଟେମ୍ବର ତିନି ତାରିଖରେ କଳସ ଯାତ୍ରା,ଓ ଦର୍ଶକ ମାନଙ୍କ ମନୋରଂଜନ ପାଇଁ ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅପୋରା, ମେଲୋଡି ,ଦଣ୍ଡ ଆଦି କାର୍ଯ୍ୟକ୍ରମ ହେବାପାଇଁ ସ୍ଥିର କରାଯାଇଛି। ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ରେ ଦର୍ଶକ ମାନଙ୍କ ପାଇଁଁ ବିଶେଷ ଆକର୍ଷଣ ରାବଣ ପୋଡି ରହିଛି। 

ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା କୁ ଆକର୍ଷଣିୟ ମନୋଲୋଭା‌ ତୋରଣ ସହିତ ଶାନ୍ତିଃ ଶୃଙ୍ଖଳା ରେ ସମାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post