ଜ୍ୟୋତି ବିହାର ସଂସ୍କାର କେନ୍ଦ୍ର ପାଠାଗାର ଉଦଘାଟିତ...
ସମ୍ବଲପୁର,୧୧/୦୯ : ଜ୍ୟୋତି ବିହାର ସଂସ୍କାର କେନ୍ଦ୍ର ପାଠାଗାର ଉଦଘାଟିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ବୁର୍ଲାର ସଭାପତି ସଞ୍ଜୟ ପଟ୍ଟନାୟକ ସାର୍ ଉଦଘାଟନ କରିଥିଲେ।
Ad..
ଜ୍ୟୋତି ବିହାର ସଂସ୍କାର କେନ୍ଦ୍ର ସଭାପତି ଦେବେନ୍ଦ୍ର କୁମାର ମହାଲିଙ୍ଗ, ରୋଟାରୀ କ୍ଲବର ଅନ୍ୟାନ୍ୟ ସାର୍ ଓ ମ୍ଯାଡମମାନେ ମଧ୍ୟ ଉପସ୍ଥିତ ଥିଲେ।
Ad..
ଏହି ଅବସରରେ ପଢୁଥିବା ପିଲାମାନଙ୍କୁ ଖାତା, ବହି,ସିଲଟ୍,ଚକ ପ୍ରଦାନ କରିଥିଲେ ଏବଂ ପିଲାମାନଙ୍କୁ ପାଠ ପଢି ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ଆର୍ଶୀବାଦ କାମନା କରିଥିଲେ। ସମ୍ବଲପୁର ହରି ଓମ୍ ବୁକ୍ ଷ୍ଟୋର ମଧ୍ୟ କିଛି ପୁସ୍ତକ ପ୍ରଦାନ କରିଥିଲେ।
Edited by k.s thakur...



