ଆଧାର କେନ୍ଦ୍ର ରେ ଲିଙ୍କ୍ ନାହିଁ ମହିଳା ହେଉଛନ୍ତି ହଇରାଣ...
ବରଗଡ଼,୧୩/୦୯ : ଆଧାର କେନ୍ଦ୍ର ରେ ଲିଙ୍କ ନାହିଁ । ବର୍ତ୍ତମାନ ସମୟରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ ପାଇଁ ମହିଳା ମାନେ ହଇରାଣ ହରକତ ହେଉଥିବା ବେଳେ ଆଧାର କେନ୍ଦ୍ର ରେ ଏଭଳି ଲିଙ୍କ ନାହିଁ ଲେଖା ଆଧାର କେନ୍ଦ୍ର ର କବାଟ ରେ ଛପା ଯାଇଥିବା ରୁ ମହିଳା ମାନଙ୍କ ଦୁଃଖ ଦୁଇଗୁଣ ହେଉଛି।
Ad..
କବାଟ ବନ୍ଦ୍, ଲିଙ୍କ ନାହିଁ ଲେଖା ଯାଇଥିଲେ ବି ମହିଳା ଙ୍କ ଭିଡ଼ କରୁନାହଁ। ଏପରିକି ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କ ସୁବିଧା ବଦଳରେ ହଇରାଣ ଅଧିକ ହେବାକୁ ପଡ଼ୁଥିବା ରୁ ସୁଭଦ୍ରା ଯୋଜନା ରେ ମହିଳା ଭାଉଚର ପାଇବା ପାଇଁ ବରଗଡ଼ ଜିଲ୍ଲା ରେ ସଂଖ୍ୟା କମିଯିବାରୁ ଆଶା ବଢ଼ିବାରେ ଲାଗୁଛି।
Ad..
ବର୍ତ୍ତମାନ ସୁଭଦ୍ରା ଫର୍ମ ଦାଖଲ ସମୟ ରେ ଏଭଲି ଆଧାର କେନ୍ଦ୍ର ରେ ଲିଙ୍କ୍ ଫେଲ କହିଲା ଙ୍କ ଦୁଖ ଓ ହଇରାଣ ବଢିଯାଉଛି। ସୁଭଦ୍ରା ଯୋଜନା ରେ ଆଧାର ନମ୍ବର ଆବଶ୍ୟକତା ଅଛି ହେଲେ ମୋବାଇଲ୍ ନମ୍ବର୍ ଆଧାର କାର୍ଡ ରେ ବାଧ୍ୟତାମୂଳକ ବୋଲି ପ୍ରଚାର ହେଉଥିବା ରୁ ମହିଳା ମାନେ କିଛି ବୁଝିବା ପାଇଁ ନାରାଜ ହେଉଛନ୍ତି ଓ ଆଧାର କାର୍ଡ ରେ ମୋବାଇଲ ନମ୍ବରକୁ ଲିଙ୍ଗ କରିବା ପାଇଁ ଆଧାର କେନ୍ଦ୍ର କୁ ପାଉଛନ୍ତି ହେଲେ କେନ୍ଦ୍ର ରେ ଲିଙ୍କ୍ ନାହିଁ ଲେଖା ଛାପା ଲଗାଯାଇଥିବା ରୁ ମହିଳା ଙ୍କ ମୁଣ୍ଡରେ ଚଡ଼କ ପଡିଛି। ଏଭଳି ଏକ ଦୂଶ୍ଯ ବରଗଡ଼ ଜିଲ୍ଲା ପଦ୍ମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭିତରେ ଥିବା ଆଧାର କେନ୍ଦ୍ର ରେ ଦେଖିବାକୁ ମିଳିଛି।
Report : Bijay ku sahu
Edited by k.s thakur...



