ବରଗଡ଼ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ...

ବରଗଡ଼ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ...


ବରଗଡ଼,୧୩/୦୯ : ବିଶିଷ୍ଟ ସାମ୍ୱାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ବାଳ ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମ ରେ ପାଳିତ ହୋଇ ଯାଇଛି। ବୀର ସୁଭାଷ ଯୁବକ ସଂଘ ଏବଂ ଶାନ୍ତନୁ ବିଶ୍ବାଳ ସ୍ମୃତି ସମିତି ପକ୍ଷରୁ ଏହି ଅବସର ରେ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା। 

             Ad..


ସମାଜସେବୀ ଚନ୍ଦ୍ର ଶେଖର ବାଗ ଓ କଳାପାଣି ସରପଞ୍ଚ ଖୁଲଣା ପଧାନ ଏହି ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। ବରଗଡ଼ ସାମ୍ୱାଦିକ ସଂଘ ର ଉପସଭାପତି ବିରେନ୍ଦ୍ର ପ୍ରଧାନ, ସଂପାଦକ ପ୍ରେମାନନ୍ଦ ଖମାରୀ, ବରିଷ୍ଠ ସାମ୍ବାଦିକ ଦୀପକ ଶର୍ମା, ଉମେଶ ଚନ୍ଦ୍ର ବିଶ୍ବାଳ,ବ୍ୟୋମକେଶ କର, ବଦ୍ରୀ ପ୍ରସାଦ ସାହୁ...

           Ad..


ଶାନ୍ତନୁ ବିଶ୍ଵାଳ ଙ୍କ ବାଲ୍ୟ ବନ୍ଧୁ ଋଷଭ ବିଶ୍ଵାଳ, ଜୟନ୍ତ ମହାରଣା,ବୀର ସୁଭାଷ ଯୁବକ ସଂଘ ର ସଦସ୍ୟ ତେଜରାଜ ବିଶ୍ଵାଳ, ବଳରାଜ ପ୍ରଧାନ, ପ୍ରଦୀପ ମାହାର, ମିତ୍ରଭାନୁ ବିଶ୍ଵାଳ, ସରପଞ୍ଚ ପ୍ରତିନିଧି ବିପିନ ପଧାନ, ସମିତି ସଭ୍ୟ ପ୍ରତିନିଧି ସୋମନାଥ ସାହୁ ,ଶିବ ଜାଲ. ଦାମୋଦର ବିଶ୍ୱାଳ, ମଣ୍ଟୁ ପ୍ରଧାନ,ସୁବାଷ ବିଶ୍ୱାଳ, ବୁର୍ଲା ରକ୍ତ ଭଣ୍ଡାର ର  ଦେବାଶିଷ ମିଶ୍ର, ଡ଼ ବିକାଶ ଦୁବେ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। 

ଏହି ଶିବିର ରେ ୩୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବରଗଡ଼ ସାମ୍ୱାଦିକ ସଂଘ ପକ୍ଷରୁ ମଧ୍ୟ ସଂଘ ର କାର୍ଯ୍ୟାଳୟ ରେ ସ୍ୱର୍ଗତ ଶାନ୍ତନୁ ବିଶ୍ବାଳ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।





Report : Bijay ku sahu

Edited by k.s thakur...

Post a Comment

Previous Post Next Post