ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ...

ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ...


ପାଇକମାଲ,୧୯/୦୯ : ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଦିନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ  ବ୍ରାହ୍ମଣ ସମାଜ ଏବଂ ମନ୍ଦିର ପୂଜକ ମାନଙ୍କ ମିଳିତ ତତ୍ତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। 

            Ad..


ଏହି ଅବସରରେ ପୂଜାର୍ଚ୍ଚନା ପୂର୍ବକ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଏକାଦଶ କନ୍ଧ ଖଣ୍ଡ ଭାଗବତ ସାମୁହିକ ଭାବରେ ଗାୟନ କରିଥିଲେ। ଏଥିରେ ବ୍ରହ୍ମାଣ ସମାଜର ଗିରିଶ ଚନ୍ଦ୍ର ନାୟକ,ଶଙ୍କର ପ୍ରସାଦ ଦାସ,ମାତୃ ପ୍ରସାଦ ରଥ,ସତ୍ୟ ନାରାୟଣ ଯୋଷୀ, ଗଣେଶ ଚନ୍ଦ୍ର ନାୟକ, ନବୀନ ଚନ୍ଦ୍ର ନାୟକ, ଶ୍ରବଣ କୁମାର ପୁରୋହିତ...

ବୁଲୁ କୁମାର ନାୟକ, ସିଦ୍ଧାର୍ଥ ପାଣିଗ୍ରାହୀ, ରଙ୍କମଣି ଦେବତା, ପ୍ରିତେଶ ମହାପାତ୍ର,ଆକାଶ ପାଣିଗ୍ରାହୀ,ବ୍ରଜ କିଶୋର ପୁରୋହିତ, ମନୋହର ମିଶ୍ର,ଦୁର୍ଯୋଧନ ତ୍ରିପାଠୀ, ଉମାକାନ୍ତ ପୁରୋହିତ,ବିଶ୍ଵ ରଞ୍ଜନ ଦାସ ଅଂଶ ଗ୍ରହଣ କରିଥିଲେ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post