ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଭାଗବତ ଜନ୍ମ ଉତ୍ସବ ପାଳିତ ...
ବରଗଡ଼,୧୮/୦୯ : ବରଗଡ଼ ଖଜୁର ଟିକ୍ରା ନେତାଜୀ କ୍ଲବ୍ ପରିସର ରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି।ସଙ୍କୀର୍ତ୍ତନ ପରିଷଦ ର କାର୍ଯ୍ୟକାରୀ ସଭପତି ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ଶ୍ରୀମଦ୍ ଭାଗବତ ପୂଜା ଅର୍ଚ୍ଚନା କରାଯାଇଥିବା ବେଳେ ସମ୍ପାଦକ ପଣ୍ଡିତ ଜୟ ଦେବ ପଣ୍ଡା ଭାଗବତ ପାଠ ଓ ଭାଗବତ କଥା ଶୁଣାଇଥିଲେ ।
Ad..
କାର୍ଯ୍ୟକ୍ରମ ରେ ବିଶିଷ୍ଟ ସଙ୍କୀର୍ତ୍ତନ ଗାୟକ ରାମ ଚନ୍ଦ୍ର ସାହୁ ଙ୍କ ସମେତ ସୁଶିଲ ଠାକୁର,ଭାଗବତିଆ ଦାଶ ସେଶଦେବ ସାହୁ,ଭରତ ପ୍ରଧାନ ଦୀପକ ବାରିକ ପଞ୍ଚାନନ ବାଗ ନିବାସ ବାଗ ନିକୁଞ୍ଜ ବାଗ ପ୍ରମୁଖ ଉପସ୍ଥିତ ରହି ଭାଗବତ ର ମହତ୍ବ ପ୍ରତିପାଦନ କରିବା ସହ ଭାଗବତ ପାଠ ରେ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...


