ମୁରିବାହାଲ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ...
ମୁରିବାହାଲ,୨୬/୦୮ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଠାରେ ଚଳିତବର୍ଷର ମା ଦୁର୍ଗା ଙ୍କ ପୂଜା ପାଇଁ ଦୁର୍ଗାପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ପୁରନ୍ଦର ତରିଆ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ପ୍ରସ୍ତୁତି ବୈଠକ ରେ ପୂର୍ବ ବର୍ଷର ଆଲୋଚନା ସହ ଚଳିତବର୍ଷର ଦୁର୍ଗାପୂଜା କୁ କିପରିଭାବରେ ମହା ସମାରୋହରେ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା। ଚଳିତବର୍ଷର ଦୁର୍ଗାପୂଜା କମିଟିର ସଭାପତି ଭାବେ ଅଜିତ କୁମାର ତରିଆ, ଉପ ସଭାପତି ଅବିନାଶ ଭୋଇ...
Ad..
ସଂପାଦକ ପ୍ରଶାନ୍ତ ମହାର, ସହ ସଂପାଦକ ଲଳିତ ବଘାର, କୋଷାଧ୍ୟକ୍ଷ ସଂଜୟ ବାଗ, ଉପଦେଷ୍ଟା କମିଟିର ମୂଖ୍ଯ ପୁରନ୍ଦର ତରିଆ, ଶ୍ରୀବତ୍ସ ବେହେରା, ହଜାରୁ ପୁଟେଲ, ଅଗସ୍ତି ବଘାର, ମକୁନ୍ଦ ପଧାନ, ଭୀମ ପଧାନ, ଯୁଧିଷ୍ଠିର ବଘାର, ଯଦୁପତି ଅଗସ୍ତି, ଜିତେନ୍ଦିୟ ଭୋଇ, ଶାନ୍ତରାମ ପଧାନ, କୁଞ୍ଜବିହାରୀ ଯୋଶୀ, ତପନ ବଘାର, ନିରାକାର ବଘାର, ପ୍ରଦୀପ ବଘାର, ସେମନ୍ତ ବାଗ, ଅନିରୁଦ୍ଧ ପଧାନ, ଅନ୍ତରାମ ପଧାନ, ଜୟ କ୍ରୁଷ୍ଣ ବଘାର ପ୍ରମୁଖ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ଗ୍ରାମବାସୀ ଚଥା ଅଂଚଳର ବହୁ ଲୋକ ସାମିଲ ଥିଲେ।
Report : sudam baghar
Edited by k.s thakur...



