ମୁରିବାହାଲ ଯାଦବ ଭବନ ଠାରେ କ୍ରୁଷ୍ଣ ଜନ୍ମାଷ୍ଟମୀ ପାଳନ...
ମୁରିବାହାଲ,୨୬/୦୮ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ଯାଦବ ଭବନ ପରିସରରେ ପ୍ରଭୁ ଶ୍ରୀ କ୍ରୁଷ୍ଣ ଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।
Ad..
ଅନିଷ୍ଠିତ କାର୍ଯ୍ୟକ୍ରମ ରେ ଯାଦବ ସମାଜ ର ବରିଷ୍ଠ କର୍ମକର୍ତ୍ତା ତଥା ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣା,ଶ୍ରୀପତି ଷାଣ୍ଢ, ମଧୂସୁଦନ ନାଗ,ସଂପାଦକ ତରୁଣ ପୋଢ, ଦିଲିପ କୁମାର ବାଗ, ଫାଲ୍ଗୁନୀ ହାତୀ, ସୁଧାଂଶୁ ପୋଢ ଯାଦବ, ପିତାମ୍ବର ବାଗ, ଦୁର୍ଯ୍ୟୋଧନ ନାଗ, ଆକାଶ ମାହାକୁର...
Ad..
ଲିଲୁମୋହନ ପଧାନ, ରବିନ୍ଦ୍ର ମାହାକୁର, ସୁଦାମ ବଘାର ,ପପୁନ ଯାଦବ, କରଣ ଜାଲ ତଥା ଅଂଚଳର ଅନେକ ଭକ୍ତବ୍ରୁନ୍ଦ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଭଗବାନ ଶ୍ରୀ କ୍ରୁଷ୍ଣ ଙ୍କ ପୂଜାକାର୍ଯ୍ୟ କରାଯାଇଥିଲା।
ବରିଷ୍ଠ କର୍ମକର୍ତ୍ତା ଗଣ ପ୍ରଭୁ ଶ୍ରୀ କ୍ରୁଷ୍ଣ ଙ୍କ ବିଷୟ ରେ ଆଲୋକପାତ କରିଥିବା ବେଳେ ସମସ୍ତେ ଭଗବାନ ଙ୍କୁ ବିଶ୍ବାସ ରଖି ସତକର୍ମ କରି ସତ୍ ପଥ ରେ ଚାଲିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଆଗାମୀଦିନରେ ବହୁତ ଭବ୍ଯ ଭାବରେ ପ୍ରଭୁ ଶ୍ରୀକ୍ରୁଷ୍ଣ ଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା।
Report : sudam baghar
Edited by k.s thakur...



