ମୁରିବାହାଲ ରାଧାକୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଠାରେ କ୍ରୁଷ୍ଣ ଜନ୍ମାଷ୍ଟମୀ ପାଳନ...

ମୁରିବାହାଲ ରାଧାକୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଠାରେ କ୍ରୁଷ୍ଣ ଜନ୍ମାଷ୍ଟମୀ ପାଳନ... 


ମୁରିବାହାଲ,୨୬/୦୮ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପ୍ରଭୁ ଶ୍ରୀ କ୍ରୁଷ୍ଣ ଙ୍କ ଜନ୍ମ ଉତ୍ସବ  ମହା ସମାରୋହରେ ପାଳିତ ହୋଇଯାଇଛି। 

             Ad..


ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚଳିତବର୍ଷର ପୂଜା କର୍ତ୍ତା ଭାବେ ତରୁଣ ପୋଢ ଓ ତାଙ୍କର ସହ ଧର୍ମୀଣୀ ତପସ୍ବିନୀ ପୋଢ,ଶଶାଙ୍କ ଶେଖର କବାଟ ଓ ତାଙ୍କ ସହ ଧର୍ମୀଣୀ ସରିତା କବାଟ  ଥିବାବେଳେ ପୂଜକ ସୁବାସ ଚନ୍ଦ୍ର ସତପତି ଓ ଟିକୁ ଥନାପତି  ପୂଜାକାର୍ଯ୍ୟ ତୂଲାଇ ଥିଲେ। 

         Ad..


ଅଂଚଳର ଅନେକ ଭକ୍ତବ୍ରୁନ୍ଦ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଭଗବାନ ଶ୍ରୀ କ୍ରୁଷ୍ଣ ଙ୍କ ପୂଜାକାର୍ଯ୍ୟ କରିଥିଲେ।ଏହି ଉତ୍ସବ ରେ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।




Report : sudam baghar

Edited by k.s thakur...

Post a Comment

Previous Post Next Post