ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ...

ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ...


ପୁରୀ/ବ୍ରହ୍ମଗିରି,୩୧/୦୮ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଲିହରଚଣ୍ଡି  କଠୁଆରେଡି ରାସ୍ତାର  ମାଲାସହ  ଶଙ୍ଖ ନିକଟ ଧାନ ଜମିରୁ ଆଜି ସକାଳୁ ସକାଳୁ ଦୁଇ ଯୁବକଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଛି।  ପାଖରୁ  ଗୋଟିଏ ମୋଟର ସାଇକେଲ ମଧ୍ୟ ମିଳିଛି।  

              Ad..


କାଲି ରାତିରେ ପୁରୀ ଅଞ୍ଚଳର କିଛି ଯୁବକ ରାତିରେ ବାଲିହରଚଣ୍ଡିରେ ଭୋଜି କରି ଫେରିଥିଲେ। ମୃତ ଯୁବକ ଦୁଇ ଜଣ ପୁରୀ ଖଡିପଦା ଅଞ୍ଚଳର ବୋଲି ପରିଚୟ ମିଳିଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

           Ad..






Edited by k.s thakur...




Post a Comment

Previous Post Next Post