କଣ୍ଟାବାଞ୍ଜି ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜ ର ନୂତନ କର୍ମକର୍ତା ଚୟନ...
କଣ୍ଟାବାଞ୍ଜି,୩୧/୦୮ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜ ଭବନ ଠାରେ ସମାଜ ର ଲୋକ ଓ ପଦ ପଦବୀ ରେ ଥିବା ସମସ୍ତ ସଦସ୍ୟ ଙ୍କୁ ନେଇ ସଭାର ଆୟୋଜନ କରାଯାଇଥିଲା। ସଭାରେ ସର୍ବ ସହମତି କର୍ମେ ନୂତନ କର୍ମକର୍ତା ର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି।
Ad..
ନୂତନ ସଭାପତି ଭାବେ ହରି ହର ବେହେରା (ବିଦେଶି ), ରାଜିନ୍ଦ୍ର ବେହେରା ଉପସଭାପତି, ଗଜାନନ ବେହେରା(ସୁରୁ)ସମ୍ପାଦକ, ସୁଧୀର ବେହେରା ସହ ସମ୍ପାଦକ, ସୁରଶ ବେହେରା କୋଷାଧ୍ୟକ୍ଷ,କାଳିଆ ବେହେରା, ଓଂକାର ବେହେରା, ପାର୍ଥମ ବେହେରା, ଦୟା ବେହେରା,ଘନଶ୍ୟାମ ବେହେରା...
Ad..
ଡୋଳାମଣି ବେହେରେ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ପରାମର୍ଶ ଦାତା ଅନୁସାରେ କୁଞ୍ଜବିହାର ବେହେରା, ସୁରଥ ବେହେରା, ଡମ୍ବରୁ ଧର ବେହେରା, ସତ୍ୟ ନାରାୟଣ ବେହେରା, ଅର୍ଜୁନ ବେହେରା, ପ୍ରଦୀପ ବେହେରା, ଓ ଆଲୋକ ବେହେରା ମନୋନୀତ ହୋଇଛନ୍ତି।
Edited by k.s thakur...



