ନୂଆଖାଇ ପାଇଁ ବ୍ରାହ୍ମଣ ସମାଜର ପ୍ରସ୍ତୁତି ବୈଠକ...
ବରଗଡ଼,୨୬/୦୮ : ବରଗଡ଼ ଜିଲ୍ଲା ଅମ୍ବାଭୋନାସ୍ଥିତ କେଦାରନାଥ ମନ୍ଦିର ଠାରେ ଅମ୍ବାଭୋନା ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଯୋଗୀନ୍ଦ୍ର ମିଶ୍ର ଙ୍କ ସଭାପତିତ୍ୱ ରେ ବ୍ରାହ୍ମଣ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଏହି ବୈଠକ ରେ ଅଷ୍ଟଶମ୍ଭୁ ବାବା କେଦାରନାଥ ତଥା ଆଂଚଳିକ ଦେବାଦେବୀ ଙ୍କ ଠାରେ ଆସନ୍ତା ସେପ୍ଟେମ୍ବର ମାସ ୮ତାରିଖ ରବିବାର ଦିନ ସକାଳ ୯ଘ. ୧୪ମି. ରୁ ୧୦ଘ. ୩୬ମି. ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନ ରେ ନବାନ୍ନ ଲାଗି କରିବାକୁପଣ୍ଡିତ ହିମାଂଶୁ ଶେଖର ରଥ...
Ad..
ଅଶୋକ ମହାପାତ୍ର, ଗଙ୍ଗାରାମ ଦାଶ, ପ୍ରଫୁଲ୍ଲ ଶତପଥି, ଜଗନ୍ନାଥ ପଣ୍ଡା, ଗୋପବନ୍ଧୁ ମହାପାତ୍ର ସନ୍ତୋଷ ଦାଶ, ସୁରେଶ ଦାଶ, ମିତ୍ରଭାନୁ ଯୋଶୀ, ଗୌର ଚନ୍ଦ୍ର ପଣ୍ଡା, ସଂଜୀବ ଦାଶ, ଅଶୋକ ଦାଶ, ଯୋଗେଶ୍ୱର ରଥ ଙ୍କ ଉପସ୍ଥିତି ରେ ସ୍ଥିରୀକୃତ ହୋଇଥିଲା।
Report : Bijay ku sahu
Edited by k.s thakur...



