ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଫେଲେରିଆ ନିରାକରଣ ଅଭିଯାନ ପାଳିତ...

ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଫେଲେରିଆ ନିରାକରଣ ଅଭିଯାନ ପାଳିତ...


ପଦମପୁର,୧୨/୦୮ : ଆଜି ସୋମବାର ଦିନ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ସଭାପତିତ୍ବରେ ମେଲେରିଆ ନିରାକରଣ ଅଭିଯାନ ପାଲିତ ହୋଇଯାଇଛି।

                Ad..


ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡ଼ି କର୍ମୀ ଭାରତୀ ସିଦାର ଓ ଆଶାକର୍ମୀ କୁମୁଦିନୀ କଲସେଇ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଫେଳେରିଆ କିପଳି ଲୋକଙ୍କୁ ଆକ୍ରାନ୍ତ କରେ ଓ ତାର ନିରାକରଣ  ବିଷୟରେ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ବୁଝାଇ ଥିଲେ ।  

ଭାରତୀ ସିଦାର ଓ କୁମୁଦିନୀ ସିଦାର  ଦେଲେରିଆ ନ ହେବାପାଇଁ ଛାତ୍ରୀ ମାନଙ୍କୁ ଔଷଧ ଖାଇବାକୁ ଦେଇଥିଲେ।  ଫିଲେରିଆ ନିରାକରଣ ବିଷୟରେ ଏକ ସେମିନାର ହୋଇଥିଲା । ସମସ୍ତେ ମିଶି ନିଶା ନିବାରଣ ଉପରେ ଏକ ଶପଥ ପାଠ କରିଥିଲେ । ଶେଷରେ ସହକାରୀ  ଶିକ୍ଷକ ଗୋଳେଖ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post