ପ୍ଲାକାର୍ଡ ମାଧ୍ୟମରେ ନୂତନ ବସଷ୍ଟାଣ୍ଡ ପାଇଁ ଯୁବକ ଆଶିଷ ଜ୍ୟୋତିଷ କଲେ ପ୍ରତିଵାଦ...
ବରଗଡ଼,୧୨/୦୮ : ବରଗଡ଼ ଜିଲ୍ଲାର ରାଜ୍ୟର ଉନ୍ନତ ଯାତ୍ରୀସେବା ଯୋଗାଇଦେବା ଜନସାଧାରଣଙ୍କୁ ପଦ୍ମପୁର ଉପଖଣ୍ଡ ମୂଖ୍ୟଲୟ ଠାରେ ବସଷ୍ଟାଣ୍ଡ ସମସ୍ୟା ରହିଛି। ପଦ୍ମପୁର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଦାବି କରିଛନ୍ତି।
Ad..
ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ଵେକରେ ପ୍ଲେକାଡ ଲେଖା ଥିବା ପଦ୍ମପୁରେ ଠାନେ ଵସଷ୍ଟାଣ୍ଡ ଟେ ଦରକାର ମୋର କଥା ଟିକେ ସୁନ ରାଜ୍ୟ ସରକାର । ବସଷ୍ଟାଣ୍ଡ ଟେ ହେଲେ ଲୋକମାନଙ୍କ ର ହେଵା ସୁବିଧା। ଖରା ବରଷା ଶୀତ ସମିଆଁନୁ ଆଉ ନି ହୁଏ ଅସୁବିଧା ବୋଲି ଅଭିନବ ପ୍ରତିବାଦ କରିଛନ୍ତି।
ପଦ୍ମପୁର ରାଜଧାନୀ ଭୁବନେଶ୍ଵର କୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ଵସ ଚଲାଚଲ କରୁଥିବା ଯାତ୍ରୀବାହୀ ଗଣ ମୁଖ୍ୟ କଥା ହେଲା ନରସିଂହ ନାଥ ପଶ୍ଚିମ ଓଡ଼ିଶାର ବରଗଡଜିଲ୍ଲାର ପାଇମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ଶୈବପୀଠ ଥିବାରୁ ଲୋକ ପଦ୍ମପୁର ଦେଇ ଯାତା ୟାତ କରି ଥାନ୍ତି କେତେ ଲୋକ ପଦ୍ମପୁର ରହି ବି ଯାଇ ଥାଆନ୍ତି।ଭଲ ବସଷ୍ଟାଣ୍ଡ ଓ ଶୈଚାଲୟ ନ ଥିବାରୁ ନାହଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ।
ବଲାଙ୍ଗୀର ରୁ ପଦ୍ମପୁର , ନୂଆପଡ଼ା ରାଏପୁର, ପାଟଣାଗଡ଼, ଗାଇସିଲେଟ, ଝାରବନ୍ଧ,ଖପରାଖୋଲ, ଵସ ଯାତାୟାତ କରି ଥାଆନ୍ତି।ପଦ୍ମପୁର ଭଲ ବସଷ୍ଟାଣ୍ଡ ହୋଇପାରିଲେ ଉପଖଣ୍ଡ ର ଉପାନ୍ତ ଅଞ୍ଚଳ ଜନସାଧାରଣ ସିଧାସଳଖ ସୁବିଧା ପାଇଁ ପାରିଵେ।
Report : Bijay ku sahu
Edited by k.s thakur...


