ପଦ୍ମପୁର ଏନ.ଏ.ସି ରେ ସାଧାରଣ ବୈଠକ ଅନୁଷ୍ଠିତ...

ପଦ୍ମପୁର ଏନ.ଏ.ସି ରେ ସାଧାରଣ ବୈଠକ ଅନୁଷ୍ଠିତ...



(୨୦୨୪/୨୫ ପାଇଁ #୧୩କୋଟି_୯୪_ଲକ୍ଷ #ପଚାଶ_ହଜାରର_ବଜେଟ ଉପସ୍ଥାପିତ)

ପଦ୍ମପୁର,୧୮/୦୮ : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭା ଗୃହ ଠାରେ ନବ ନିର୍ବାଚିତ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। 

              Ad..


ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ତତ୍ତ୍ଵାବଧାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ, ପିଡବ୍ଲୁଡି ଜେଇ, ଙ୍କ ସମେତ ସମସ୍ତ କାଉନସିଲର ଯୋଗ ଦେଇ ନିଜ ନିଜ ୱାର୍ଡ ଓ ସହରର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ।  

           Ad..


ଆକାଉଣ୍ଟାଣ୍ଟ ସୋମ୍ୟ ବଲ୍ଲଭ ମହାପାତ୍ର  ୨୦୨୪-୨୫ ବର୍ଷ ପାଇଁ ୧୩ କୋଟି ୯୪ ଲକ୍ଷ ପଚାଶ ହଜାର ଟଙ୍କାର ଏକ ବାର୍ଷିକ ବଜେଟ ଉପସ୍ଥାପିତ କରିଥିଲେ। ଶେଷରେ ସିଓ ଛନ୍ଦାମିତ୍ରା ମିଶ୍ର ଧନ୍ୟବାଦ ଜଣାଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post