ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ସିନ୍ଧେକେଲା ଆଇଆଇସି...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ସିନ୍ଧେକେଲା ଆଇଆଇସି... 

ବଲାଙ୍ଗିର ୪/୧୨: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ(IIC) ଆଲୋକ ବେହେରାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । 
   Ad..



ପ୍ରପ୍ତ ସୂଚନା ଅନୁସାରେ, ସେ ଏକ ପୁରୁଣା ମାମଲାର ଚାର୍ଜସିଟରେ ଦଫା କୋହଳ କରିବାକୁ ଲାଞ୍ଚ ନେଉଥିଲେ । ବଲାଙ୍ଗିର, ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ମିଳିତ ଭାବରେ ଚଢ଼ାଉ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏବେ ଥାନା ସମେତ ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।





Edited by k.s thakur...

Post a Comment

Previous Post Next Post