ମାଁ ଦୁଆରସନୀ ଫୁଟବଲ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ, ୨ ଗୋଲ ରେ ଜୁରାବନ୍ଦ ବିଜୟୀ....

ମାଁ ଦୁଆରସନୀ ଫୁଟବଲ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ, ୨ ଗୋଲ ରେ ଜୁରାବନ୍ଦ ବିଜୟୀ....

କଣ୍ଟାବାଞ୍ଜି, ୦୮/୧୨ : କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ର ଡାଙ୍ଗବାହାଳୀ  ଫୂଟବଲ ପଡିଆ ରେ ଫୂଟବଲ ମାଁ ଦୁଆରସନୀ ଫୁଟବଲ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ର  ଆୟୋଜନ କରାଯାଇଥିଲା। ଫାଇନାଲ ମେଚ୍ ରେ  ଜୁରାବନ୍ଦ ସହିତ ଗୁଲମୀ ର ଟକ୍କର ହୋଇଥିଲା।

    Ad...



ଶେଷ ରେ ଜୁରାବନ୍ଦ ୨ ଗୋଲ ଦେଇ ବିଜୟ ଲାଭ କରିଥିଲା। ଏହି ମେଚ୍ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଏନ ଏସ୍ ଜି କମାଣ୍ଡୋ ଗିରିରାଜ ସିଂ ମାଝୀ, ସମ୍ମାନିତ ଅତିଥିଭାବେ ଅମିତ ଜାଙ୍ଗଡ଼ା , ଲବ ଅଗ୍ରୱାଲ , ବିଷ୍ଣୁ ଜୁଏଡ଼,ବିଟୁ ସଙ୍ଗା, ସୁଦାମ ବେହେରା, ନୀଲେଶ ମହାନ୍ତି, ତୁଷୁ ରାୟ ଏଥିରେ ଅତିଥି ଭାବେ ଉପସ୍ଥିତ ଥିଲେ । ମାଁ ଦୁଆରଶନି ଫୂଟବଲ କ୍ଲବ ର ସଭାପତି ଇକ୍କୁ ବେହେରା ଓ ସଦସ୍ୟ ମେଚ୍ ର ଆୟୋଜନ କରିଥିଲେ।






Edited by k.s thakur...

Post a Comment

Previous Post Next Post