ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ,କଟନୀ ଛଟଣୀ ବନ୍ଦ୍ ଦାବି ନେଇ ବିଧାୟକଙ୍କ ବିକ୍ଷୋଭ....
କଣ୍ଟାବାଞ୍ଜୀ, ୦୬/୧୨: ବଲାଙ୍ଗୀର ଜିଲ୍ଲା ତୁରେକେଲା ପେକ୍ସରେ ଚାଷୀଙ୍କ ଧାନ କଟନୀ ଛଟଣୀ ହେଉଥିବା ଚାଷୀ ମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ବିଧାୟକ ପେକ୍ସ ପରିଦର୍ଶନ କରିବା ସହ ଏହି ଅଭିଯୋଗର ସତ୍ୟତା ଜାଣିଥିଲେ ।
Ad..
ତେବେ ପେକ୍ସରେ କଟନୀ ଛଟଣୀ ହେଉଥିବା ବେଳେ ମିଲର୍ସ ମାନେ ଚାଷୀଙ୍କ ଠାରୁ ଧାନ କିଣୁ ଥିବା ବିଧାୟକ କହିଛନ୍ତି । କଟନୀ ଛଟଣୀ ବନ୍ଦ କରିବା ଦାବି କରି ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବିଧାୟକ ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଁଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ କହିଛନ୍ତି ।ଖବର ପ୍ରକାଶିତ କରିବା ପର୍ଯ୍ୟନ୍ତ ଏତିକି ସୂଚନା ମିଳି ପାରିଥିଲା।
Edited by k.s thakur...


