ରାଜ୍ୟ ବହୁମୁଖି ସ୍ବାସ୍ଥ୍ୟ କର୍ମି ଓ ସ୍ଵାସ୍ଥ୍ୟ ପରିଦର୍ଶକ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ପତ୍ର ପ୍ରଦାନ...

ରାଜ୍ୟ ବହୁମୁଖି ସ୍ବାସ୍ଥ୍ୟ କର୍ମି ଓ ସ୍ଵାସ୍ଥ୍ୟ ପରିଦର୍ଶକ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ପତ୍ର ପ୍ରଦାନ... 

କଣ୍ଟାବାଞ୍ଜି,୬/୧୨: ଓଡ଼ିଶା ରେ ସୋମବାର ଦିନ ରାଜ୍ୟ ବହୁ ମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ପକ୍ଷରୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦାୟିତ୍ଵ ରେ ଥିବା ଡାକ୍ତର ଙ୍କୁ ୫ ଦଫା ଦାବି ପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ ।  

      Ad..



ସେହିପରି ତୁରେକେଲା ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ସଂଘ ପକ୍ଷରୁ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଙ୍କୁ ଦାବୀ ପତ୍ର କରାଯାଇଥିଲା । ସଂଘ ର ଚେୟାରମେନ ସୁଶୀଳା କିସାନ୍, ସଭାପତି ବୈଷ୍ଣବୀ ନାଗ,ଉପସଭାପତି ଅଶୋକ କୁ ସାହୁ , ସମ୍ପାଦକ ସିକନ୍ଦର ଭୋଇ , କୋଷାଧ୍ୟକ୍ଷ ଆଶିଷ କୁମାର ପଶାୟତ ,ସଦସ୍ୟ ରାଜକୁମାର ଭୋଇ, ଦୟାନିଧି ନାୟକ, ମିନି ମାଝୀ, ଯୋଗେଶ୍ୱର ମଲ୍ଲିକ, ନାମିତା ମିଶ୍ର, ପ୍ରଭାସିନୀ ମଲ୍ଲିକ , ପ୍ରଣିତା ରାୟ, ପଙ୍କଜିନି ବାରିକ୍,ପାଙ୍କଜୀନି ଦୁରା , ପ୍ରଦୀପ ବାଗ୍ , ସିମଞ୍ଚଲ୍ ପ୍ରଧାନ,  ଯୋଉତି ଶଙ୍କର  ବେହେରା, ରୀମା ଭୋଈ ପ୍ରମୁଖ ଉପସ୍ଥିତ ଥିଲେ ।

ଯଦି ଦାବୀ ପୂରଣ ନ ହେଲେ ଆସନ୍ତା ପର୍ଯ୍ୟାୟ ରେ କଳା ବେଚ୍ ପିନ୍ଧି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା କୁ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।







Edited by k.s thakur...

Post a Comment

Previous Post Next Post