ଆଜିଠୁ ମାଓବାଦୀଙ୍କ ପି.ଏଲ୍‌.ଜି.ଏ. ସପ୍ତାହ ପାଳନ...

ଆଜିଠୁ ମାଓବାଦୀଙ୍କ ପି.ଏଲ୍‌.ଜି.ଏ. ସପ୍ତାହ ପାଳନ...

ମାଲକାନଗିରି,୦୨/୧୨ : ଆଜି ଡିସେମ୍ବର ୨ ତାରିଖ ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ପି.ଏଲ୍‌.ଜି.ଏ. ସପ୍ତାହ ପାଳନ କରୁଛନ୍ତି ।  ପ୍ରତିବର୍ଷ ମାଓବାଦୀ ମାନେ ଏହି ସପ୍ତାହ ପାଳନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ମାଓବାଦୀ ମାନେ ଏହି ସପ୍ତାହ ପାଳନ ପାଇଁ ପୂର୍ବରୁ ବହୁ ଚିଠି ଜାରି କରିଛନ୍ତି ।
   Ad..



ସୂଚନା ଅନୁସାରେ, ଏହି ସପ୍ତାହରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଏସଏଫ୍‌, ଏସ୍‌.ଓ.ଜି. ଓ ଡିବିଏଫ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି। ଛତିଶଗଡ ଓଡିଶା ସୀମାନ୍ତବର୍ତୀ ଓ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳରେ ଏହି ଦିବସରେ ମାଓବାଦୀଙ୍କ ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।






Edited by k.s thakur...

Post a Comment

Previous Post Next Post