କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଗର ସଂକୀର୍ତ୍ତନ....
କଣ୍ଟାବାଞ୍ଜି,୦୮/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକେ ପ୍ରାତଃ ରୁ ମନ୍ଦିର ଦର୍ଶନ, ପୂଜାର୍ଚ୍ଚନା ଓ ଡଙ୍ଗା ଭଷାଣି କରିଥିଲେ।
Ad..
ସ୍ଥାନୀୟ ଅଶୋକ ନଗର ଭିକ୍ଷା ବିନୋଦ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପ୍ରାତଃ ସମୟରେ ନାମ ସଂକୀର୍ତ୍ତନ କରି ନଗର ପରିକ୍ରମା କରିଥିଲେ। ଏହି ଧାର୍ମିକ କାର୍ଯ୍ୟ ରେ ସୁରେଶ ଭିତ୍ରିଆ, ବବୃ ବହନ ସେଠ,ଗୁଡୁ ନାଗ,ସରୋଜ ସେଠ,ଗୋପାଳ ନାଗ,ଟୁକୁଳୁ ସେଲମା, ଗିରିଧାରୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
Edited by k.s thakur...


