ଭୟଙ୍କର ଅଗ୍ନିକାଣ୍ଡ ରେ ଚାରି ବଖରା ଘର ଭସ୍ମୀଭୂତ...

ଭୟଙ୍କର ଅଗ୍ନିକାଣ୍ଡ ରେ ଚାରି ବଖରା ଘର ଭସ୍ମୀଭୂତ...

କବିସୂର୍ଯ୍ୟନଗର,୧୧/୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଖଜାପଲ୍ଲୀ ପଞ୍ଚାୟତର ଦେଓଗାଁ ବଡ଼ସାହିରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଭସ୍ମିଭୂତ ହୋଇଛି । 

   Ad...



ସୂଚନା ଅନୁସାରେ ଗତ ରାତି ୭ ଟା ବେଳେ ଗ୍ରାମର ସୁରେନ୍ଦ୍ର ସ୍ୱାଇଁପ୍ରଭାକର ସ୍ୱାଇଁଜୟ ସାହୁ ଓ ବିନି ସ୍ୱାଇଁଙ୍କ ଘରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି ।






Edited by k.s thakur...

Post a Comment

Previous Post Next Post