ଟ୍ରେନ ରୁ ଖସି ପଡ଼ି ଜଣେ ଯୁବକ ର ମୃତ୍ୟୁ.....

ଟ୍ରେନ ରୁ ଖସି ପଡ଼ି ଜଣେ ଯୁବକ ର ମୃତ୍ୟୁ.....

କଣ୍ଟାବାଞ୍ଜି,୦୯/୧୧ : କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରୁ ଅଳ୍ପ ଦୂରତା ରେ ରେଲୱେ ଲାଇନ ରେ ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ଶବ ଗତ ରାତ୍ରିରେ ଦେଖିବା କୁ ମିଳି ଥିଲା।
   Ad..



ଜିଆର୍ପି ପୋଲିସ ସୂଚନା ଅନୁସାରେ ଗତ ରାତ୍ରୀ ୯ ଟା ସମୟରେ ତିରୁପତି ଏକ୍ସପ୍ରେସ ଟ୍ରେନ ରୁ ଜଣେ ଯୁବକ ଖସି ପଡି ତାର ମୃତ୍ୟୁ ହୋଇଥିଲା। ଯୁବକ ର ପରିଚିୟ ଏହି ପର୍ଯ୍ୟନ୍ତ ମିଳି ପାରି ନାହିଁ। ଜିଆରପି ପୋଲିସ ଶବକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।




Edited by k.s thakur...

Post a Comment

Previous Post Next Post