ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ର ମାରାଥନ ପ୍ରଚାର...

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ର ମାରାଥନ ପ୍ରଚାର...

ପଦ୍ମପୁର,୨୫/୧୧ : ପଦ୍ମପୁର ଉପନିର୍ବାଚନ ଅବସରରେ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ବ ରେ ଗତକାଲି ୨ନଂ ଜୋନ୍ ର ୩ଟି ପଞ୍ଚାୟତରେ ମାରାଥନ ପ୍ରଚାର।

   Ad..



ଦଳୀୟ ପର୍ଯ୍ୟବେକ୍ଷକ  ବିଧାୟକ ବରଗଡ଼ ଦେବେଶ ଆଚାର୍ଯ୍ୟ, ବିଧାୟକ ବାଲେଶ୍ଵର ଶୋରୁପ୍ ଦାସ ,ଶିଶିର ପରିଜା,ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ଦଳୀୟ ନେତୃମଣ୍ଡଳୀ ଙ୍କ ଗହଣରେ ଗସ୍ତକରି ବିଜୁଜନତା ଦଳର ବିଧାୟକା ପ୍ରାଥିନି ବର୍ଷା ସିଂ ବରିହାଙ୍କ ପାଇଁ  ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି।






(Report : Bijay ku sahu)

Edited by k.s thakur...

Post a Comment

Previous Post Next Post