କପା ମଣ୍ଡି ର ଶୁଭ ଉତ୍ଘାଟନ କଲେ ଜିଲ୍ଲାପାଳ...

କପା ମଣ୍ଡି ର ଶୁଭ ଉତ୍ଘାଟନ କଲେ ଜିଲ୍ଲାପାଳ...

କଣ୍ଟାବାଞ୍ଜି,୨୧/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆରଏମ୍ସି ପରିସରରେ ଆଝି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା କପା ମଣ୍ଡି ର ଶୁଭ ଉତ୍ଘାଟନ କରିଛନ୍ତି।

   Ad..



ଶ୍ରୀ ରାଣା ଚାଷୀ ଙ୍କୁ ସଠିକ ମୂଲ୍ୟ ରେ କପା ବିକ୍ରି, କପା ର ସହି ମାନ ନିର୍ଦ୍ଧାରିତ କରିବା ସହ ଅନ୍ୟାନ୍ୟ କିଛି ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ SMS କପା ବଲାଙ୍ଗୀର, ଆରଏମ୍ସି ସମ୍ପାଦକ ସରୋଜ କୁମାର ପ୍ରଧାନ, ସିସିଆଇ ବି. ରାମ ରମେଶ, କୃଷି ଅଧିକାରୀ ନନ୍ଦ ବାବୁ,ସେଠି ବାବୁ ଓ ଆରଏମ୍ସି ସୁପେର ଭାଇଜର ଏସ ଏନ ଦାସ, ମିଲର ମାନଙ୍କ ମଧ୍ୟରେ ଆଲିଶାନ,ଜୟ ଦୁର୍ଗା,ମାଁ ମଙ୍ଗଳା,ଓମ କପା ମିଲ ମାଲିକ ଉପସ୍ଥିତ ଥିଲେ।

କୃଷକ ନେତା ମାନଙ୍କ ମଧ୍ୟରେ ଦୈତାରି ଭୋଇ,ସନାତନ ପ୍ରଧାନ,ବିନୋଦ ମାଝୀ,ଶଶୀ ମାଝୀ,ସାଗର ସାହୁ,ନିତ୍ୟାନନ୍ଦ ବେହେରା,ନିରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ।






Edited by k.s thakur..


Post a Comment

Previous Post Next Post