ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଅଭିଷେକ ରଥ ବିଜେଡି ରେ ଯୋଗଦାନ...

ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଅଭିଷେକ ରଥ ବିଜେଡି ରେ ଯୋଗଦାନ...

ବରଗଡ଼,୨୩/୧୧ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଘଡିକେ ଘୋଡ଼ା ଛୁଟୁଥିବା ବେଳେ ଆଜି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ଯୁବ କଂଗ୍ରେସ ପଦ୍ମପୁର ସଭାପତି ଅଭିଷେକ ରଥ । 

   Ad..



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅଭିଷେକ ରଥ ତାଙ୍କ ଶତାଧିକ ଯୁବ କର୍ମୀ ଙ୍କ ସହ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳ ର ଏକ ନିର୍ବାଚନ କାର୍ଯ୍ୟକ୍ରମ ରେ ପହଞ୍ଚି ଯୋଗଦାନ କରିଛନ୍ତି। 

ଉକ୍ତ କାର୍ଯ୍ୟକ୍ରମରେ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ, ରାଉରକେଲା ବିଧାୟକ ସାରଦା ନାୟକ, ସୌଭାଗ୍ୟ ନାୟକ ଙ୍କ ସହ  ସମସ୍ତ କାଉନସିଲର ଙ୍କ ଉପସ୍ଥିତି ରେ କଂଗ୍ରେସ ର ଯୁବ ନେତା ଅଭିଷେକ ରଥ ଯୋଗଦାନ ଦେଇଛନ୍ତି।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post