ଭିଜିଲାନ୍ସ ଜାଲରେ ଅତିରିକ୍ତ ପ୍ରାଣୀ ଅଧିକାରୀ...

ଭିଜିଲାନ୍ସ ଜାଲରେ ଅତିରିକ୍ତ ପ୍ରାଣୀ ଅଧିକାରୀ...

ନୂଆପଡ଼ା,୦୬/୧୧ : ଭିଜିଲାନ୍ସ ଜାଲରେ ଅତିରିକ୍ତ ପ୍ରାଣୀ (ଭେଟନାରୀ) ଅଧିକାରୀ । ସିନାପାଲି ପ୍ରାଣୀ ଚିକିତ୍ସାଳୟରେ ଏମଭିୟୁ ଗାଡ଼ି ନିୟୋଜିତ ପାଇଁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନାପାଲି ଅତିରିକ୍ତ ଭେଟେନେରୀ ଅଧିକାରୀ । 

ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚାରପାଲି ଗାଁର ପ୍ରେମାନନ୍ଦ ବଗର୍ତିଙ୍କ ବୋଲେରୋ ଗାଡ଼ିକୁ ଅଫିସରେ ଏମଭିୟୁ ଗାଡ଼ି ଭାବ୍ଦ ନିୟୋଜିତ ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅତିରିକ୍ତ ଭେଟେନେରୀ ଅଧିକାରୀ ବିଭୁପ୍ରଦ ଧଳ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।




Edited by k.s thakur...

Post a Comment

Previous Post Next Post