ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ, ହୃଷିକେଶ ଭୋଇ ହେଲେ ନୂଆ କଂସ...

ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ, ହୃଷିକେଶ ଭୋଇ ହେଲେ ନୂଆ କଂସ... 



ବରଗଡ଼,୧୧/୧୧: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗତ ତିନି ଦିନ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକିୟା ରେ ମହାରାଜା କଂସ ଭୂମିକାରେ ହୃଷିକେଶ ଭୋଇ କଂସ ଭୂମିକା ପାଇଁ ଚୟନ। 

  Ad..



ଅଭିନୟ କରିବା ପାଇଁ ବିଚାରକ ମଣ୍ଡଳୀ ଚନ୍ଦନ କରିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ର ସହ ଆବାହକ ମିର୍ଦ୍ଧା ଟପ୍ପୋ ଘୋଷଣା କରିଥିଲେ। ସେହିପରି ମହାମନ୍ତ୍ରୀ ଭୂମିକା ରେ ଅଭିନୟ ପାଇଁ ଗୋଲାପ ଚନ୍ଦ୍ର ଦାସ ଚୟନ ହୋଇଛନ୍ତି। ପୂର୍ବରୁ ହୃଷିକେଶ ଥରେ ବରଗଡ଼ ଧନୁଯାତ୍ରା ପାଇଁ ମହାରାଜା ହୋଇଥିଲେ।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post