ପୁର୍ବ ଶତୃତାକୁ କେନ୍ଦ୍ରକରି ଗୁଳି ଚାଳନା,ଜଣେ ଗୁରୁତର..

ପୁର୍ବ ଶତୃତାକୁ କେନ୍ଦ୍ରକରି ଗୁଳି ଚାଳନା,ଜଣେ ଗୁରୁତର..

ସୁବର୍ଣ୍ଣପୁର,୧୭/୧୦ :  ସୁବର୍ଣ୍ଣପୁର ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ପୁର୍ବ ଶତୃତାକୁ କେନ୍ଦ୍ରକରି ଗୁଳିକାଣ୍ଡ। ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ରଙ୍କୁ ଆ୍ରକମଣ ହୋଇଥିବା ସୂଚନା। 

         Ad..



ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚାଳନା ଅଭିଯୋଗ ହୋଇଛି। ଗୁଳି  ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେବାଜି ଥିବାରୁ ସେ ଗୁରୁତର ହୋଇଛନ୍ତି । ଅବସ୍ଥା ଗୁରୁତର  ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଏହି ଘଟଣା ର ତଦନ୍ତ କରୁଛି ପୋଲିସ।

   Ad..







Edited by k.s thakur...

Post a Comment

Previous Post Next Post