ବିଜେପି ରାଜ୍ୟ ମୁଖପାତ୍ର ହେଲେ ମନୋଜ ଓ ତେଜେଶ୍ୱର..
ଭୁବନେଶ୍ୱର ,୧୭/୧୦ : କଂଗ୍ରେସ ଓ ବିଜେଡି ଛାଡ଼ି ଗତ କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ଯୁବନେତା ମନୋଜ କୁମାର ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ଅନୀଲ କୁମାର ବିଶ୍ୱାଳଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଲିଛି ।
Ad..
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ୩ଜଣ ଯୁବ ନେତାଙ୍କୁ ଦଳ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ମିଡିଆ ବିଭାଗକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି ।
Ad..
Edited by k.s thakur..



