ନବୀନ ଙ୍କ ଜନ୍ମଦିନ ଅବସରରେ ଜନସମ୍ପର୍କ ପଦ ଯାତ୍ରା...

ନବୀନ ଙ୍କ ଜନ୍ମଦିନ ଅବସରରେ ଜନସମ୍ପର୍କ ପଦ ଯାତ୍ରା...

କଣ୍ଟାବାଞ୍ଜି,୧୭/୧୦ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମୁରିବାହାଲ  ବ୍ଲକର ଜିଲ୍ଲା ପରିଷଦ ଜୋନ ନ.୨୭ର ମୁରିବାହାଲ, ଲଖନା ଏବଂ ଗରଗଡ଼ବାହାଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏକ ସାମୁହିକ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା। 

          Ad..



ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ନେତୃତ୍ୱରେ ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନା ମାନେ ଲୋକ ମାନଙ୍କୁ ବୁଝାଇଥିଲେ। 

    Ad..



ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ପୂର୍ବତନ ବ୍ଲକ ସଭାପତି ତଥା ରାଜ୍ୟ ସଭା ପ୍ରତିନିଧି ସିଦ୍ଧେଶ୍ୱର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାପତି ଶ୍ରୀମତୀ ଗୋପା ମହାନନ୍ଦ, ଲଖନା ସରପଞ୍ଚ ସଦାନନ୍ଦ ଦୀପ ନାଏବ ସରପଞ୍ଚ ସିଂ ଭୋଇ, ଲଖନା ସମିତି ସଭ୍ୟ ଭୀମ ସେନ ବାଗ, ଗରଗଡ଼ବାହାଲ ସମିତି ସଭ୍ୟା ଶ୍ରୀମତୀ ବାଗ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧନଞ୍ଜୟ ମହାନନ୍ଦ, ଅନ୍ତର୍ଯ୍ୟାମୀ ମହାକୁର, ଗୋବିନ୍ଦ ବଘାର, ଲୋକନାଥ ସାହୁ, ପୂନ୍ୟ ଘିବେଲା, ମନପତି ଶାଣ୍ଢ, ଚନ୍ଦ୍ର ବାଗ, ସୁଭାଷ ଛୁରା, ବିଷ୍ଣୁ ସାହୁ, ଅର୍ଜୁନ ଭୋଇ, ଗୋବର୍ଦ୍ଧନ ବାଗ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।





Edited by k.s thakur...

Post a Comment

Previous Post Next Post