ଯବାନ-ମାଓବାଦୀ ଗୁଳି ବିନିମୟ ରେ ଜଣେ ମହିଳା ମାଓବାଦୀ ର ମୃତ୍ୟୁ..
କନ୍ଧମାଳ, ୧୨/୧୦ : କନ୍ଧମାଳରେ ଯବାନ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ବାଲିଗୁଡା ଥାନା ଅନ୍ତର୍ଗତ ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ଏନକାଉଣ୍ଟର ବେଳେ ମହିଳା ମାଓବାଦୀଙ୍କ ମୃତ୍ୟୁ । ମୃତ ମାୱାଦୀଙ୍କ ପରିଚୟ ମିଳି ନଥିବା ବେଳେ କମ୍ବିଂ ଅପରେସନ ଚଳାଇଛନ୍ତି SOG ଯବାନ ।
Ad..
ତେବେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ କୌଣସି ଯବାନ ଆହତ ହୋଇ ନଥିବା ଏସ୍ପି ଭିନୀତ ଅଗ୍ରାୱାଲ ସୂଚନା ଦେଇଛନ୍ତି । ଏହି କ୍ୟାମ୍ପରେ ୨୦ରୁ ଅଧିକ ମାୱାଦୀ ଥିବା ସନ୍ଦେହ କରାଯାଉଥିବା ବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି । କମ୍ବିଂ ଅପରେସନକୁ ଆହୁରି ଜୋରଦାର କରିବାକୁ ଅଧିକ ଫୋର୍ସ ପଠା ଯାଇଛି ।
Edited by k.s thakur..


