ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ...

ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ...

କଣ୍ଟାବାଞ୍ଜି,୦୨/୧୦ : ଭାରତ ବର୍ଷ ରେ ଆଝି ଜାତି ର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଆଝି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି।

       Ad..



ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି, ଅତିଥିଭାବେ ନଗରପାଳ ବରୀୟମ ସିଂ ସାଲୁଜା, ଉପାଦକ୍ଷା ମନୋରମା ରାଉତ  ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ଙ୍କ ପ୍ରତିମା ରେ ମାଲ୍ୟାର୍ପଣ କରିବା ପରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରଯାଇଥିଲା।

      Ad..



ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଜାଗ କରିବା ସହ ନିଜେ ବିଧାୟକ ସନ୍ତୋଷ ସିଂ ସାଲୁଜା, ନଗରପାଳ ବରୀୟମ ସିଂ ସାଲୁଜା, ଉପାଦକ୍ଷା ମନୋରମା ରାଉତ , ସମସ୍ଥ ୱାର୍ଡ ମେମ୍ବର, ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ଓ ଅନ୍ୟ ମାନଙ୍କ ମଧ୍ୟରେ ଅମରେନ୍ଦ୍ର ତାଣ୍ଡି ଓ ଅନେକ ଲୋକ ସାମିଲ ଥିଲେ।ଏହି ଅବସରରେ ଲୋକଙ୍କୁ ଫ୍ରି ମେଡିକାଲ ପରୀକ୍ଷା ଓ ଔଷଧ ବିତରଣ କରାଯାଇଥିଲା।





Edited by k.s thakur...


Post a Comment

Previous Post Next Post