ବେଆଇନ ବାଣ ତିଆରି ଓ ବିକ୍ରି ଅଭିଯୋଗ ରେ 6 ଜଣ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ...
ଜଗତପୁର,୧୯/୧୦ : ବେଆଇନ ଭାବେ ବାଣ ତିଆରି କରିବା ଏବଂ ସେଗୁଡ଼ିକୁ ବିକ୍ରି କରିବା ଅଭିଯୋଗରେ ଜଗତପୁର ପୋଲିସ ସ୍ଥାନୀୟ ଅଞ୍ଚଳରେ ରେଡ଼ କରିଛି । ବାଣ ତିଆରି ପାଇଁ ପରିଚୟ ଲାଭ କରିଥିବା ସ୍ଥାନୀୟ ପଦ୍ମପୁର ଓ ତ୍ରିଲୋଚନପୁର ଅଞ୍ଚଳରେ ରେଡ଼ ପୋଲିସ ମୋଟ 6 ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ।Ad..
ଏହା ସହ ପ୍ରାୟ 4 ଲକ୍ଷ ଟଙ୍କାରୁ ଉର୍ଦ୍ଦ ମୂଲ୍ୟର ବାଣକୁ ଜବତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ଖବର ପାଇଁ ଆଜି ଭୋରୁ ବିଭିନ୍ନ ସ୍ଥାନରେ ରେଡ଼ କରିଥିଲା ଜଗତପୁର ପୋଲିସ ।
Ad..
Edited by k.s thakur...



