ତେନ୍ତୁଳିଖୁଣ୍ଟି ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...
କଣ୍ଟାବାଞ୍ଜି,୧୩/୦୭(ନି.ପ୍ର): ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଥିଲା।
Ad..
ଗ୍ରାମରେ ନୂତନ ଭାବରେ ନିର୍ମାଣ ହୋଇଥିବା ଡାକ୍ତରଖାନା ପରିସରରେ ବନ ସୁରକ୍ଷା ସମିତି ତରଫରୁ କମିଟିର ଆନିମେଟର ତଥା ସମାଜସେବୀ ବିରଞ୍ଚି ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ଜଙ୍ଗଲ ଯୋଜନାର ଡିଇଓ ହିମାଂଶୁ ହରପାଲ...
ଅଙ୍ଗନବାଡ଼ି କର୍ମୀ ବିମଲେ ରାଉତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସିଆରପି ହିମାଦ୍ରୀ ସୁନା,ନାଏବସରପଞ୍ଚ ବରିହା, ଗଣେଶ ଖର୍ସେଲ,ଛବି ବାଗ,ବରୁଣ ମାଝୀ,ଧନତ୍ରୀ ପୁଟା,ତିଲେ ପୁଟା,ସଞ୍ଜୁଲତା ମାଝୀ,ଗୌରୀ ଖର୍ସେଲଙ୍କ ସହିତ ଗ୍ରାମବାସୀ ବୃକ୍ଷ ରୋପଣ କରିଥିଲେ।
Edited by k.s thakur...
Tags:
kantabanji


